Surprise Me!

କେନ୍ଦ୍ରାପଡ଼ାର ଏକମାତ୍ର ଖଲିପତ୍ର ୟୁନିଟ୍‌ରେ ପଡିବ କି ତାଲା ? ସହାୟତା ନମିଳିଲେ ରୋଜଗାର ହରାଇବେ 200ରୁ ଊର୍ଦ୍ଧ୍ବ ମହିଳା

2026-08-10 3 Dailymotion

2025 ଫେବ୍ରୁଆରୀରେ କେନ୍ଦ୍ରାପଡ଼ା ଡେରାବିଶରେ ଆରମ୍ଭ ହୋଇଥିଲା ଖଲିପତ୍ର ୟୁନିଟ୍। ଆରମ୍ଭରୁ ଏଥିରେ 700 ମହିଳା ନିୟୋଜିତ ହୋଇଥିବା ବେଳେ, କଞ୍ଚାମାଲ ପାଇଁ ଅର୍ଥ ଅଭାବରୁ ବନ୍ଦ ହେବାକୁ ବସିଛି । ରିପୋର୍ଟ:ରାଧାକାନ୍ତ ମହାନ୍ତି