78 ବର୍ଷୀୟ ଅବସରପ୍ରାପ୍ତ ଇଞ୍ଜିିନିୟର ଦୟାଲ ଚନ୍ଦ୍ର ଦାଶଙ୍କ ନିଆରା ପ୍ରୟାସ । ବାଲେଶ୍ବର ରେମୁଣାରେ ଘରେ ଘରେ ଶୋଭା ପାଉଛନ୍ତି ତାଙ୍କ ହାତ ତିଆରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ।