Surprise Me!

ଅଦରକାରୀରୁ ଅପୂର୍ବ କଳାକୃତି: ପୁରୁଣା ଗାଡ଼ି ପାର୍ଟ୍ସରୁ ଆକର୍ଷଣୀୟ ମୂର୍ତ୍ତି ଗଢୁଛନ୍ତି ଶିଳ୍ପୀ ସଞ୍ଜୀବ

2025-12-16 13 Dailymotion

50 ବର୍ଷୀୟ ଭାସ୍କର୍ଯ୍ୟଶିଳ୍ପୀ ସଞ୍ଜୀବ ବିଶ୍ୱାଳ । ଅଦରକାରୀ ଲୁହାରୁ ତିଆରିଛନ୍ତି ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି । ୧୦ କେଜି ଓଜନର ଏହି ମୂର୍ତ୍ତି ତିଆରି ପାଇଁ ତାଙ୍କୁ ଲାଗିଛି ୨୦ ଦିନ ।