ଖଣ୍ଡଗିରିରେ ଆରମ୍ଭ ହୋଇଯାଇଛି ଯାତ୍ରା ମହାକୁମ୍ଭ । ସବୁବର୍ଷ ପରି ଚର୍ଚ୍ଚିତ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କ କ୍ରେଜ ଏଥର ବି ଦେଖିବାକୁ ମିଳିଛି । ଦର୍ଶକଙ୍କ ତାଳିମାଡ଼ରେ ପ୍ରକମ୍ପିତ ଖଣ୍ଡଗିରି ଯାତ୍ରା ପଡ଼ିଆ