କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଏକ ହଜାରରୁ ଊର୍ଦ୍ଧ୍ବ ଶ୍ରମିକମାନେ ଆବୁଧାବି, ଦୁବାଇ,କୁଏତ, ଓମାନ ଓ ସାଉଦି ଆରବ ଭଳି ଦେଶରେ ଫସି ରହିଛନ୍ତି । ଫେରାଇ ଆଣିବାକୁ ପରିବାରଙ୍କ ଆକୁଳ ନିବେଦନ ।