କଟକ SCB ଅଗ୍ନିକାଣ୍ଡରେ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିରୋଧୀ କଂଗ୍ରେସ ଏବଂ ବିଜେଡି । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ବିରୋଧୀ,ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ରିପୋର୍ଟ- ସଞ୍ଜୀବ ରାୟ ।