Surprise Me!

ଦୁର୍ବଳ ଭିତ୍ତିଭୂମି ନିରବଚ୍ଛିନ୍ନ ବିଦ୍ୟୁତ ସରବରାହରେ ବାଧକ; ସଂସ୍କାର ପାଇଁ ଆବଶ୍ୟକ ୧୦ ହଜାର କୋଟି

2026-04-26 9 Dailymotion

ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଗଠନକୁ ୩୦ ବର୍ଷ ପୁରିବାକୁ ଯାଉଛି । ହେଲେ ବିଦ୍ୟୁତ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କୌଣସି ଅଧିନିୟମ ଲାଗୁ ହୋଇନି ।
ରିପୋର୍ଟ-ସଞ୍ଜୀବ କୁମାର ରାୟ