ଦୀଘା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପଥର ମୂର୍ତ୍ତି ସ୍ଥାପନ ଯୋଗୁଁ ମମତାଙ୍କ ପତନ ହୋଇଛି ବୋଲି କହିଲେ ମହାପ୍ରଭୁଙ୍କ ବାଡଗ୍ରାହୀ ଜଜଗନ୍ନାଥ ସ୍ୱାଇଁ ମହାପାତ୍ର । ରିପୋର୍ଟ: ଶକ୍ତି ପ୍ରସାଦ ମିଶ୍ର