ଝାରସୁଗୁଡା ପୋଲିସ ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟର ପର୍ଦ୍ଦାଫାସ କରି ପଶ୍ଚିମବଙ୍ଗରୁ ଦୁଇ ଜଣଙ୍କୁ ଗିରଫ କରିଛି । ରିପୋର୍ଟ: ଗୁରୁଚରଣ ବାଘ