Surprise Me!

ସୋମନାଥ ସ୍ୱାଭିମାନ ଯାତ୍ରାର ଶୁଭାରମ୍ଭ, ଓଡ଼ିଶାରୁ ୧୧ ଶହରୁ ଅଧିକ ଭକ୍ତଙ୍କ ଯାତ୍ରା ଆରମ୍ଭ

2026-06-15 2 Dailymotion

ଆଧାତ୍ମିକ ଚେତନା ଓ ଦୁଇ ରାଜ୍ୟର ସଂସ୍କୃତିର ଆଦାନ ପ୍ରଦାନ ସହ ଆରମ୍ଭ ହେଲା ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ । ରିପୋର୍ଟ- ଦେବସ୍ମିତା ରାଉତ