Surprise Me!

'ଜୁନ ୩୦ ତାରିଖ ସୁଦ୍ଧା ଶେଷ ହେବ ରଥଯାତ୍ରା ପ୍ରସ୍ତୁତି କାର୍ଯ୍ୟ':- ମୁଖ୍ୟ ଶାସନ ସଚିବ

2026-06-16 0 Dailymotion

ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ରଥଯାତ୍ରା ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଛନ୍ତି । ରିପୋର୍ଟ: ଭବାନୀ ଶଙ୍କର ଦାସ