Surprise Me!

କେନ୍ଦ୍ରୀୟ ଅନୁଦାନ କମିବାକୁ ନେଇ ବିଜେ଼ଡି କହିଲା, 'ଡବଲ ଇଞ୍ଜିନ ସରକାରଙ୍କ ଡବଲ ଧୋକ୍କା'; ଜବାବ ରଖିଲା ବିଜେପି

2026-06-17 1 Dailymotion

କେନ୍ଦ୍ରୀୟ ଅନୁଦାନ କମିବା ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ଶାସକ ଓ ବିରୋଧୀ ଦଳର ଏପରି ବୟାନବାଜିରେ ସରଗରମ ହୋଇଛି ରାଜ୍ୟ ରାଜନୀତି ।
ରିପୋର୍ଟ-ଭବାନୀ ଶଙ୍କର ଦାସ/ମନୋରଞ୍ଜନ ଶଙ୍ଖୁଆ