ANTF ଅଧୀନରେ ୧୦ ସ୍ୱତନ୍ତ୍ର ଥାନା ଓ ୧୯ ଇଣ୍ଟେଲିଜେନ୍ସ ୟୁନିଟ୍ ପ୍ରସ୍ତାବ; ୪ NDPS କୋର୍ଟକୁ ଅନୁମୋଦନ । ୪୧୦ କୋଟି ଟଙ୍କାର ମାଦକଦ୍ରବ୍ୟ ନଷ୍ଟ କରିବାକୁ ଲକ୍ଷ୍ୟ। ରିପୋର୍ଟ: ସତ୍ୟଜିତ ରାଉତ