Surprise Me!

ଚିନ୍ତା ବଢ଼ାଇଲା ଡାକ୍ତରଙ୍କ ଆନ୍ଦୋଳନ: 'ପ୍ରତ୍ୟାହାର ପାଇଁ ଅନୁରୋଧ, ରୋଗୀ ସେବା ବ୍ୟାଘାତ ହେଲେ ନିଆଯିବ ପଦକ୍ଷେପ' ସ୍ବାସ୍ଥ୍ୟ ବିଭାଗ

2026-07-02 2 Dailymotion

10 ଦଫା ଦାବୀ ନେଇ ଓମସା ପକ୍ଷରୁ ଧର୍ମଘଟ ଜାରି ରହିଥିବା ବେଳେ ଏହାର ପ୍ରଭାବ ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ିଛି । ରିପୋର୍ଟ- ବିକାଶ ଦାସ ଓ ଜୁସ୍ମନ ରଣା