Surprise Me!

ଜଳାର୍ଣ୍ଣବ ଅନୁଗୋଳ; ୧୨ ଘଣ୍ଟାରେ ୨୦୦ ମିଲିମିଟର ବର୍ଷା ରେକର୍ଡ

2026-07-16 18 Dailymotion

ଅନୁଗୋଳ...ଯୁଆଡେ ଦେଖିଲେ ଖାଲି ପାଣି ଆଉ ପାଣି । ବର୍ଷା ପାଣି ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ସବୁ ଲୋକଙ୍କୁ ପ୍ରଭାବିତ କରିଛି ।
ରିପୋର୍ଟ-ସଂଗ୍ରାମ ରଞ୍ଜନ ନାଥ