Surprise Me!

ଧାନ ତଳି ରୋଉଥିବା ବେଳେ ବଜ୍ରପାତ: ବିଲରେ ଟଳି ପଡ଼ିଲେ ବାପା ପୁଅ

2026-07-26 2 Dailymotion

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଗୁନେଇବିଲି ପଞ୍ଚାୟତର ବାଲିପଡ଼ା ଗ୍ରାମରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା । ରିପୋର୍ଟର- ଉର୍ମିଳା ପାତ୍ର