Surprise Me!

ଖୋରଧାରେ ପ୍ରଥମ ବନ୍ୟା: 5 ବ୍ଲକର 62 ଗାଁ ଆଶଙ୍କାରେ, ହିରିମୂଳ ବିଛିନ୍ନ

2026-08-01 11 Dailymotion

ଜିଲ୍ଲାର ୫ଟି ବ୍ଲକର ୬୨ଟି ଗାଁରେ ବନ୍ୟାଜଳ ପଶିବା ଆଶଙ୍କା କରାଯାଇଛି । ଏହା ଦ୍ୱାରା ୧ ଲକ୍ଷ ୮୭ ହଜାରରୁ ଅଧିକ ଲୋକ ପ୍ରଭାବିତ ହେବେ । ରିପୋର୍ଟ ଗୋବିନ୍ଦ ଚନ୍ଦ୍ର ପଣ୍ଡା