Surprise Me!

ଥମୁନି ରେଭେନ୍ସା ବିଶ୍ଵବିଦ୍ୟାଳୟ ବିବାଦ ପ୍ରସଙ୍ଗ, ବିଧାୟକଙ୍କ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି, ପ୍ରତିକ୍ରିୟା ରଖିଲେ କୁଳପତି

2026-08-07 3 Dailymotion

କ୍ୟାମ୍ପସ ମୁଖ୍ୟ ଫାଟକ ବାହାରେ ଏକାଠି ହୋଇଥିଲେ ପୁରାତନ ଛାତ୍ରଛାତ୍ରୀ। ଅନୁଷ୍ଠାନର ସୁନାମ ଓ ଶିକ୍ଷକ ସମାଜର ସ୍ୱାଭିମାନ ରକ୍ଷା ପାଇଁ ଗେଟ୍‌ ସାମ୍ନାରେ ଚାଲିଥିଲା ଜୋରଦାର ନାରାବାଜି।
ରିପୋର୍ଟ-ନାରାୟଣ ସାହୁ