Surprise Me!

ମାଲକାନଗିରିରୁ ଆନ୍ଧ୍ରପ୍ରଦେଶ ଶିଶୁ ଚାଲାଣ ଅଭିଯୋଗ, 10 ଜଣଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍

2026-04-28 4 Dailymotion

ମାଲକାନଗିରି ସିନ୍ଧ୍ରିମାଳ ପଞ୍ଚାୟତର ବିଭିନ୍ନ ଗାଁରୁ 10 ଜଣ ନାବାଳିକା ଏବଂ ନାବାଳକଙ୍କୁ ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାକୁ ନେଇ ଯାଉଥିଲେ ଜଣେ ଯୁବତୀ । ଉଦ୍ଧାର କଲା ପୋଲିସ ଏବଂ ଚାଇଲ୍ଡ ଲାଇନ୍।ରିପୋର୍ଟ: ପଞ୍ଚାନନ ଦାସ